ସଚି Sachi

  • ସଂ. ବି. ସ୍ତ୍ରୀ (ସଚ୍ ଧାତୁ=ଅପ୍ଯାୟିତ କରିବା+କର୍ମ. ଇ; ଈ; ଯାହାଙ୍କୁ ଇନ୍ଦ୍ର ଆପ୍ଯାୟିତ କରନ୍ତି; ଶଚି ବା ଶଚୀର ବିକଳ୍ପ ରୂପ) — ଶଚୀ ଇତ୍ୟାଦି (ଦେଖ) — Ṡachī etc (See)