ସଙ୍ଘଡ଼ Saṅghaṟḍ̠a
- ଦେ. ବିଣ (ସଂ. ସଂଘଟିତ=ଘୋଟା ହୋଇଥିବା; ମିଶ୍ରିତ) — ଭିନ୍ନ ଭିନ୍ନ ପରିବା ସୁସିଦ୍ଧ ହୋଇ ଏକତ୍ର ମିଶି ଯାଇଥିବା (ବ୍ୟଞ୍ଜନ) — (Curry) In which the component vegetables or materials have been well boiled and become mixed up with one another
- ଦେ. ବିଣ (ସଂ. ସଂଘଟିତ=ଘୋଟା ହୋଇଥିବା; ମିଶ୍ରିତ) — (ସଂ— ସଂଯତ) ସୁତୁର; ସୁବିଧାଜନକ — Convenient; congenial
- ଦେ. ବିଣ (ସଂ. ସଂଘଟିତ=ଘୋଟା ହୋଇଥିବା; ମିଶ୍ରିତ) — ଠିକଣା; ସୁବିନ୍ୟସ୍ତ — Well arranged; well set
- ଦେ. ବିଣ (ସଂ. ସଂଘଟିତ=ଘୋଟା ହୋଇଥିବା; ମିଶ୍ରିତ) — ସଂଯତ — Restrained