ସଙ୍ଗୀ Saṅgī
- ସଂ. ବି. ପୁଂ (ସଙ୍ଗ+ଅଛି ଅର୍ଥରେ. ଇନ୍; 1 ମା. 1 ବ) — ସହଚର; ବୟସ୍ୟ; ସଙ୍ଗାତ — Companion
- ସଂ. ବି. ପୁଂ (ସଙ୍ଗ+ଅଛି ଅର୍ଥରେ. ଇନ୍; 1 ମା. 1 ବ) — କର୍ମସଙ୍ଗୀ; ଯେଉଁମାନେ ଏକ ସଙ୍ଗରେ କାର୍ଯ୍ୟ କରନ୍ତି — Fellow-worker
- ସଂ. ବି. ପୁଂ (ସଙ୍ଗ+ଅଛି ଅର୍ଥରେ. ଇନ୍; 1 ମା. 1 ବ) — ପଢ଼ାସଙ୍ଗୀ; ଶିକ୍ଷା ସହଚର — Class-friend; fellow student
- ସଂ. ବି. ପୁଂ (ସଙ୍ଗ+ଅଛି ଅର୍ଥରେ. ଇନ୍; 1 ମା. 1 ବ) — ଖେଳସଇ; କ୍ରୀଡ଼ା ସହଚର — Play-mate; play fellow
- ସଂ. ବିଣ — ସମଭିବ୍ଯାହାରୀ; ସଙ୍ଗବିଶିଷ୍ଟ — Accompanying; having the companionship of
- ସଂ. ବିଣ — ଆସକ୍ତ — Devoted to; attached to
- ସଂ. ବିଣ — କୌଣସି ବସ୍ତୁରେ ସଂସକ୍ତ — Attached to anything