ସଖ୍ Sakh

  • ବୈଦେ. ବି (ଫା. ସକ୍; ଇଂ. ଷକ୍) — ମନୋଦୁଃଖ — Grief; sorrow; melancholia
  • ବୈଦେ. ବି (ଫା. ସକ୍; ଇଂ. ଷକ୍) — ସନ୍ଦେହ — Doubt; suspicion
  • ବୈଦେ. ବି (ଫା. ସକ୍; ଇଂ. ଷକ୍) — (ଫା. ସଓକ୍, ସୌକ୍=ଆଗ୍ରହ; ତୁଳନା, ସଂ. ସୌଖ୍ୟ)— ସଉକ୍; ଆଗ୍ରହ — Liking
  • ବୈଦେ. ବି (ଫା. ସକ୍; ଇଂ. ଷକ୍) — ପସନ୍ଦ — Choice
  • ବୈଦେ. ବି (ଫା. ସକ୍; ଇଂ. ଷକ୍) — ଖ୍ୟାତି — Celebrity
  • ବୈଦେ. ବି (ଫା. ସକ୍; ଇଂ. ଷକ୍) — ବାବୁଗିରି — Foppishness