ସଖୀ Sakhī

  • ସଂ. ବି. ସ୍ତ୍ରୀ—(ସଖି ଶବ୍ଦର ସ୍ତ୍ରୀଲିଙ୍ଗ; ସଖି+ସ୍ତ୍ରୀ. ଈ) — ବୟସ୍ୟା — A female companion
  • ସଂ. ବି. ସ୍ତ୍ରୀ—(ସଖି ଶବ୍ଦର ସ୍ତ୍ରୀଲିଙ୍ଗ; ସଖି+ସ୍ତ୍ରୀ. ଈ) — ସ୍ତ୍ରୀଲୋକର ସ୍ତ୍ରୀ ସହଚରୀ — A lady's maid or companion