ସଖା Sakhā
- ସଂ. ବି. ପୁଂ (ସଖୀ ଶବ୍ଦ 1 ମା. 1 ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି) — ବୟସ୍ୟ — A friend of the same age
- ସଂ. ବି. ପୁଂ (ସଖୀ ଶବ୍ଦ 1 ମା. 1 ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି) — ମିତ୍ର — Friend
- ସଂ. ବି. ପୁଂ (ସଖୀ ଶବ୍ଦ 1 ମା. 1 ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି) — (ଉ—ସଖାଗଣେ ଡାକି ଦିନେ ନୃପତନୟ, ପୁଚ୍ଛେ ସୁଲୋଚନା ଲଭିବାର ଉପାୟ। ଗୋଲୋକ, ଇନ୍ଦୁରେଖା।)
- ସଂ. ବି. ପୁଂ (ସଖୀ ଶବ୍ଦ 1 ମା. 1 ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି) — [ଦ୍ର—ବନ୍ଧୁ, ସୁହୃତ୍, ମିତ୍ର ଓ ସଖା ମଧ୍ୟରେ ପ୍ରଭେଦ ନିମ୍ନ ଉକ୍ତିରେ ବ୍ୟକ୍ତ ହୋଇଅଛି:
- ସଂ. ବି. ପୁଂ (ସଖୀ ଶବ୍ଦ 1 ମା. 1 ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି) — ଅତ୍ୟାଗସହନୋ ବନ୍ଧୁଃ, ସଦୈବାନୁମତଃ ସୁହୃତ୍। ଏକତ୍ରିୟଂ ଭବେନ୍ମିତ୍ରଂ, ସମପ୍ରାଣଃ ସଖା ମତଃ।
- ସଂ. ବି. ପୁଂ (ସଖୀ ଶବ୍ଦ 1 ମା. 1 ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି) — ଅର୍ଥାତ୍ ଯେ ମିତ୍ରର ବିଚ୍ଛେଦ ସହି ନ ପାରନ୍ତି, ସେ ବନ୍ଧୁ; ଯେ ସର୍ବଦା ଅନୁମତ ବା ଏକମତ ଥାଆନ୍ତି, ସେ ସୁହୃତ୍; ଯାହାଙ୍କ କାର୍ଯ୍ୟକଳାପ ମିତ୍ରଙ୍କ କାର୍ଯ୍ୟକଳାପ ସଙ୍ଗେ ସମାନ, ସେ ମିତ୍ର ଏବଂ ଯେ ମିତ୍ରଙ୍କୁ ସ୍ୱୀୟ ପ୍ରାଣତୁଲ୍ୟ ମଣନ୍ତି, ସେ ସଖା।]
- ସଂ. ବି. ପୁଂ (ସଖୀ ଶବ୍ଦ 1 ମା. 1 ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି) — ସୁହୃତ୍ — Bosomfriend
- ସଂ. ବି. ପୁଂ (ସଖୀ ଶବ୍ଦ 1 ମା. 1 ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି) — ସହଚର — Companion