ସଉଦା Saudā
- ବୈଦେ. ବି (ଫା. ସୌଦା) — କିଣାବିକା ବେପାର; କାରବାର; ପଣ୍ୟ ଦ୍ରବ୍ୟର କ୍ରୟ ବିକ୍ରୟ — Sale and purchase of merchandise; trading
- ବୈଦେ. ବି (ଫା. ସୌଦା) — (ଲକ୍ଷଣାର୍ଥ) ସଂସାରର କାର୍ଯ୍ୟ — Business of the world)
- ବୈଦେ. ବି (ଫା. ସୌଦା) — [ଉ—ବାଷ୍ପୀୟଯାନରେ ଦଉଡ଼ନ୍ତି ଦେବେ ଏଣେ ତେଣେ ସଉଦାରେ। ନନ୍ଦକିଶୋର, ଶର୍ମିଷ୍ଠା।]
- ବୈଦେ. ବି (ଫା. ସୌଦା) — ପଣ୍ୟ ଦ୍ରବ୍ୟ — Merchandise
- ବୈଦେ. ବି (ଫା. ସୌଦା) — ଦୋକାନୀ ବା ବେପାରୀଠାରୁ କିଣାଯିବା ପଣ୍ୟ ଦ୍ରବ୍ୟ — Any merchandise purchased from a trader or shop-keeper
- ବୈଦେ. ବି (ଫା. ସୌଦା) — ପଣ୍ୟଦ୍ରବ୍ୟର କ୍ରୟ — Purchase of any commodity
- ବୈଦେ. ବି (ଫା. ସୌଦା) — ପଣ୍ୟଦ୍ରବ୍ୟର କ୍ରୟବିକ୍ରୟର ଚୁକ୍ତି — Contract for the purchase or sale of a commodity