ସଉକି Sauki

  • ଦେ. ବିଣ (ସଂ. ସୌଖୀନ୍, ତୁଳ. ଆ ସୌକୀ) — ଯେ କୌଣସି ବିଶେଷ ବସ୍ତୁ ବା ପୋଷାକପ୍ରତି ସର୍ବଦା ବିଶେଷ ଆଗ୍ରହାନ୍ୱିତ — Having a fancy or special liking for a particular thing or dress
  • ଦେ. ବିଣ (ସଂ. ସୌଖୀନ୍, ତୁଳ. ଆ ସୌକୀ) — ବିଳାସପୂର୍ଣ୍ଣ — Luxurious; sportive
  • ଦେ. ବିଣ (ସଂ. ସୌଖୀନ୍, ତୁଳ. ଆ ସୌକୀ) — ଉଜ୍ଜ୍ୱଳ ପୋଷାକ ଆଦିର ପ୍ରିୟ — Very fond of gala dress
  • ଦେ. ବିଣ (ସଂ. ସୌଖୀନ୍, ତୁଳ. ଆ ସୌକୀ) — ବିଳାସପ୍ରିୟ — Gallant; fond of luxury
  • ଦେ. ବିଣ (ସଂ. ସୌଖୀନ୍, ତୁଳ. ଆ ସୌକୀ) — ରସଜ୍ଞ; ରସିକ — Witty; humorous
  • ଦେ. ବିଣ (ସଂ. ସୌଖୀନ୍, ତୁଳ. ଆ ସୌକୀ) — ସୁଖେଚ୍ଛୁ — Seeking pleasure; desirous of pleasure
  • ଦେ. ବିଣ (ସଂ. ସୌଖୀନ୍, ତୁଳ. ଆ ସୌକୀ) — ଫୁଲ୍ ବିସିନି — Foppish
  • ଦେ. ବି (ସଂ. ସୌଖ୍ୟ, ଆ. ସୌକ୍=ଆଗ୍ରହ) — କୌଣସି ବିଶେଷ ବସ୍ତୁ ପ୍ରତି ଆଗ୍ରହ ବା ଆଦର — Special liking or fancy to any particular thing
  • ଦେ. ବି (ସଂ. ସୌଖ୍ୟ, ଆ. ସୌକ୍=ଆଗ୍ରହ) — ମଉଜ ବା ଅୟସ; ସୁଖଭୋଗ; ବିଳାସ — Ease; enjoyment; Iuxurious living
  • ଦେ. ବି (ସଂ. ସୌଖ୍ୟ, ଆ. ସୌକ୍=ଆଗ୍ରହ) — (ପୁଂ. ଓ ସ୍ତ୍ରୀ) ରସିକ ବ୍ଯକ୍ତି — A fop; a gallant; a beaux or belle
  • ଦେ. ବି (ସଂ. ସୌଖ୍ୟ, ଆ. ସୌକ୍=ଆଗ୍ରହ) — ବିଳାସୀ ବ୍ଯକ୍ତି — A person given to dalliance or luxury
  • ଦେ. ବି (ସଂ. ସୌଖ୍ୟ, ଆ. ସୌକ୍=ଆଗ୍ରହ) — [ଦ୍ର—ଲୋକବିଶେଷଙ୍କର (ପୁରୁଷ ବା ସ୍ତ୍ରୀଙ୍କର) ବିଶେଷ ବସ୍ତୁ (ଯଥା—ପୋଷକ, ସାଜ, ଅଳଙ୍କାର, ପାଚିଲା ଗାମୁଛା, ପାଳିତ ଜୀବ ପ୍ରଭୃତିପ୍ରତି 'ସଉକି' ଥିବା ଦେଖାଯାଏ।