ସଈ Saī

  • ଦେ. ବି. ସ୍ତ୍ରୀ. (ସଂ. ସଖୀ; ପ୍ରା. ସହୀ) — ସହୀ (ଦେଖ) — Sahī. (See)
  • ଦେ. ବି. ସ୍ତ୍ରୀ. (ସଂ. ସଖୀ; ପ୍ରା. ସହୀ) — [ଉ—ପରସ୍ପରେ ଭାଷିବେ, ଦେଖ ଗୋ ସଇ। ରାଧାନାଥ, ମେଘଦୂତ।]
  • ବୈଦେ. ଅ (ଅ) — ସହି (ଦେଖ) — Sahi. (See)