ସଂଖ୍ୟକ Saṁkhyaka

  • ସଂ. ବିଣ—(ସଂଖ୍ୟା ଶବ୍ଦ ବହୁବ୍ରୀହି ସମାସରେ ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୋଇ 'କ' ଯୁକ୍ତ ହେଲେ ସଂଖ୍ୟ ଆକାର ଧାରଣ କରେ, ଯଥା—ବହୁ ସଂଖ୍ୟକ ଅଳ୍ପ ସଂଖ୍ୟକ) — ସଂଖ୍ୟାଯୁକ୍ତ — Numbered; numbering
  • ସଂ. ବିଣ—(ସଂଖ୍ୟା ଶବ୍ଦ ବହୁବ୍ରୀହି ସମାସରେ ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୋଇ 'କ' ଯୁକ୍ତ ହେଲେ ସଂଖ୍ୟ ଆକାର ଧାରଣ କରେ, ଯଥା—ବହୁ ସଂଖ୍ୟକ ଅଳ୍ପ ସଂଖ୍ୟକ) — ଗଣିତ; ଗଣା ଯାଇଥିବା — Counted; numbered
  • ସଂ. ବିଣ—(ସଂଖ୍ୟା ଶବ୍ଦ ବହୁବ୍ରୀହି ସମାସରେ ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୋଇ 'କ' ଯୁକ୍ତ ହେଲେ ସଂଖ୍ୟ ଆକାର ଧାରଣ କରେ, ଯଥା—ବହୁ ସଂଖ୍ୟକ ଅଳ୍ପ ସଂଖ୍ୟକ) — ଗଣନୀୟ — Countable; which can be counted