ସଂକଟ Saṁkaṭa
- ସଂ. ବିଣ. (ସମ୍=ସମ୍ୟକ୍+କଟ୍ ଧାତୁ=ଆବରଣ କରିବା+କର୍ତ୍ତୃ. ଅ) — ନିବିଡ଼ — Thick-set
- ସଂ. ବିଣ. (ସମ୍=ସମ୍ୟକ୍+କଟ୍ ଧାତୁ=ଆବରଣ କରିବା+କର୍ତ୍ତୃ. ଅ) — ଜନତାଯୁକ୍ତ — Crowded
- ସଂ. ବିଣ. (ସମ୍=ସମ୍ୟକ୍+କଟ୍ ଧାତୁ=ଆବରଣ କରିବା+କର୍ତ୍ତୃ. ଅ) — ଅଭେଦ୍ୟ — Impervious
- ସଂ. ବିଣ. (ସମ୍=ସମ୍ୟକ୍+କଟ୍ ଧାତୁ=ଆବରଣ କରିବା+କର୍ତ୍ତୃ. ଅ) — ଅନୁତ୍ତୀର୍ଯ୍ୟ; ଅନତିକ୍ରମ୍ୟ — Impassable; that which cannot be crossed over
- ସଂ. ବିଣ. (ସମ୍=ସମ୍ୟକ୍+କଟ୍ ଧାତୁ=ଆବରଣ କରିବା+କର୍ତ୍ତୃ. ଅ) — ଅପ୍ରଶସ୍ତ ସଂକୀର୍ଣ୍ଣ; ଅଳ୍ପପ୍ରସ୍ଥ; ସରୁ — Narrow; contracted
- ସଂ. ବିଣ. (ସମ୍=ସମ୍ୟକ୍+କଟ୍ ଧାତୁ=ଆବରଣ କରିବା+କର୍ତ୍ତୃ. ଅ) — କଷ୍ଟମୟ — Full of troubles or difficulties
- ସଂ. ବିଣ. (ସମ୍=ସମ୍ୟକ୍+କଟ୍ ଧାତୁ=ଆବରଣ କରିବା+କର୍ତ୍ତୃ. ଅ) — ବିପଜ୍ଜନକ — Dangerous; risky
- ସଂ. ବି — ବିପଦ; ଆପଦ — Calamity; danger
- ସଂ. ବି — ଆସନ୍ନ ବିପଦ — Impending danger
- ସଂ. ବି — ଭିଡ଼; ଜନତା — Crowd
- ସଂ. ବି — ଆଶଙ୍କିତ ବିପଦ — Risk
- ସଂ. ବି — ଦୁଃଖ; କ୍ଳେଶ — Trouble; suffering