ଷ୍ଟକ୍ Shṭak

  • ବୈଦେ. ବି. (ଇଂ.) — ଗଚ୍ଛିତ ଥିବା ମାଲ; ମହଯୁଦ ପଦାର୍ଥ — Stock of articles
  • ବୈଦେ. ବି. (ଇଂ.) — କମ୍ପାନି କାଗଜ — Government stock
  • ବୈଦେ. ବି. (ଇଂ.) — [ଦ୍ର—ଷ୍ଟାକ୍ ଓ ଇଷ୍ଟାକ୍ ଏହାର ଅଶୁଦ୍ଧ ଉଚ୍ଚାରଣ]