ଷୋଡ଼ଶ Shoṟḍ̠aṡa
- ସଂ. ବି (ଷଟ୍+ଦଶନ୍; ଷଟ୍ ଅଧିକ ଦଶ; ମ. ପ. ଲୋ. —କର୍ମଧା; ନିପାତନ; ଷୋଡଶନ୍ ଶବ୍ଦର 1 ମା. 1 ବ) — ଷୋଳ — Sixteen
- ସଂ. ବି (ଷଟ୍+ଦଶନ୍; ଷଟ୍ ଅଧିକ ଦଶ; ମ. ପ. ଲୋ. —କର୍ମଧା; ନିପାତନ; ଷୋଡଶନ୍ ଶବ୍ଦର 1 ମା. 1 ବ) — ଷୋଳ ଭାଗରୁ ଏକ ଭାଗ — One sixteenth
- ସଂ. ବି (ଷଟ୍+ଦଶନ୍; ଷଟ୍ ଅଧିକ ଦଶ; ମ. ପ. ଲୋ. —କର୍ମଧା; ନିପାତନ; ଷୋଡଶନ୍ ଶବ୍ଦର 1 ମା. 1 ବ) — ଷୋଡ଼ଶକ ଶ୍ରାଦ୍ଧର 16 ଟି ବିଶେଷ ଉପକରଣ — ଷୋଡ଼ଶକ ଶ୍ରାଦ୍ଧର16ଟି ବିଶେଷ ଉପକରଣ—. 16 Specified materials necessary for a ṡrāddha
- ସଂ. ବିଣ — ଷୋଳ ସଂଖ୍ୟକ — Numbering sixteen
- ସଂ. ବିଣ — (ଷୋଡ଼ଶନ୍+ଅ) ଷୋଳସଂଖ୍ୟାର ପୂରକ — Sixteenth