ଷେଣ୍ଢ Sheṇḍha

  • ଦେ ବି. (ସଂ. ଷଣ୍ଡ, ଷଣ୍ଢ) — ବୃଷ — Bull
  • ଦେ ବି. (ସଂ. ଷଣ୍ଡ, ଷଣ୍ଢ) — (ଗାଭୀଦଳ ମଧ୍ୟରେ ଗୋଟିଏ ବୃଷ ପ୍ରଧାନ ଥିବାରୁ) ଦଳର ପ୍ରଧାନ ବ୍ଯକ୍ତି — The head of a number of men
  • ଦେ ବି. (ସଂ. ଷଣ୍ଡ, ଷଣ୍ଢ) — ଷେଣ (ଦେଖ) — Sheṇa (See)