ଷିଡ୍ଗ Shiṟḍ̠-ga

  • ସଂ. ବିଣ. ପୁଂ.—(ଷିତ୍ଧାତୁ=ଘୃଣା କରିବା+କର୍ମ ତ) — କାମୁକ — Amorous; lustful; lecherous
  • ସଂ. ବିଣ. ପୁଂ.—(ଷିତ୍ଧାତୁ=ଘୃଣା କରିବା+କର୍ମ ତ) — ଲମ୍ପଟ; ଲୋଚ୍ଚା — Adulterous; lewd
  • ସଂ. ବିଣ. ପୁଂ.—(ଷିତ୍ଧାତୁ=ଘୃଣା କରିବା+କର୍ମ ତ) — ରସିକ — Gallant
  • ସଂ. ବି. — ଜାର ପୁରୁଷ; ଉପପତି — Paramour
  • ସଂ. ବି. — ଲମ୍ପଟବ୍ଯକ୍ତି — Lewd person
  • ସଂ. ବି. — ନାଗର; ରସିକ ବ୍ଯକ୍ତି — A gallant