ଷଷ୍ Shash

  • ସଂ. ବି ଓ ବିଣ (ସଂଖ୍ୟାବାଚକ)—(ସା ଧାତୁ=ନାଶକରିବା +କର୍ତ୍ତୃ. କ୍ୱିପ୍; ସଂ ଷଷ୍ ଶବ୍ଦର 1 ମା 1 ବଚନ) — ଛଅ — Six
  • ସଂ. ବି ଓ ବିଣ (ସଂଖ୍ୟାବାଚକ)—(ସା ଧାତୁ=ନାଶକରିବା +କର୍ତ୍ତୃ. କ୍ୱିପ୍; ସଂ ଷଷ୍ ଶବ୍ଦର 1 ମା 1 ବଚନ) — (ଦ୍ର—ଅନ୍ଯାନ୍ୟ ଭାଷାରେ ଏହାର ସାଦୃଶ୍ୟ ଯଥା—ସଂସ୍କୃତ—ଷଷ୍; ପାରସି—ଶଶ୍, ଗ୍ରୀକ—ହେକ୍ସ୍, ଲାଟିନ—ସେକ୍ସ୍, ଜର୍ମାନି—ସେଖ୍ସ୍, ଇଂରେଜି—ସିକ୍ସ୍)