ଷଷ୍ଠ Shashtha

  • ସଂ. ବିଣ (ଷଷ୍= 6 +ପୂରଣାର୍ଥେ ଥ, 'ଥ' ସ୍ଥାନରେ ସନ୍ଧିରେ 'ଠ' ହୁଏ) — ଛଅ ସଂଖ୍ୟାର ପୂରକ — Sixth
  • ସଂ. ବିଣ (ଷଷ୍= 6 +ପୂରଣାର୍ଥେ ଥ, 'ଥ' ସ୍ଥାନରେ ସନ୍ଧିରେ 'ଠ' ହୁଏ) — [ଦ୍ର—ଏହାର ସଂକ୍ଷିପ୍ତ ଆକାର ' 6 ଷ୍ଠ'।] — [ଦ୍ର—ଏହାର ସଂକ୍ଷିପ୍ତ ଆକାର '6ଷ୍ଠ']