ଷଣ୍ଢ Shaṇḍha
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) ବୃଷ — Bull
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) ସ୍ୱାଧୀନ ବୃଷ; ଯେଉଁ ବୃଷଭକୁ ଲୋକେ ଶିବଙ୍କୁ ଉତ୍ସର୍ଗକରି ଛାଡ଼ି ଦେଇଥାଆନ୍ତି — A bull dedicated to Ṡiba and set free to roam wherever he likes
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) [ଉ—ଗାଈ ସହଦେବଙ୍କର, ଷଣ୍ଢ ମହାଦେବଙ୍କର; ବଳଦ ବାପୁଡ଼ା କାହାର ନୁହେଁ— ଢଗ।]
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) (ସନ୍ଧାତୁ=ସେବା କରିବା+କର୍ତ୍ତୃ. ତ) ନପୁଂସକ; କ୍ଳୀବ — A eunuch; an impotent person
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) [ଦ୍ର—କ୍ଳୀବଙ୍କୁ ଛୁଇଁଲେ ପ୍ରାୟଶ୍ଚିତ୍ତ କରିବା ବିଧି ଶାସ୍ତ୍ରରେ ଅଛି। ସ୍ମୃତ୍ୟାଦି ଶାସ୍ତ୍ରରେ 14 ପ୍ରକାର, ମତାନ୍ତରେ 20 ପ୍ରକାର ଷଣ୍ଢଙ୍କର ନାମ ଉଲ୍ଲେଖ ଅଛି ଯଥା— ନିସର୍ଗ ଷଣ୍ଢ—ଜନ୍ମରୁ ନପୁଂସକ ବା ଅଣ୍ଡହୀନ। ବଦ୍ଧ ଷଣ୍ଢ—ଗଳିତାଣ୍ଡ ବା ଅଣ୍ଡଭ୍ରଷ୍ଟ ନପୁଂସକ। ପକ୍ଷ ଷଣ୍ଢ—ପକ୍ଷାନ୍ତରରେ (ରମଣଶକ୍ତି ଲାଭ କରିବା ବ୍ଯକ୍ତି। କୀଳକ ଷଣ୍ଢ—ଯେ କ୍ଳୀବତ୍ୱ ଯୋଗୁଁ ଆପଣା ସ୍ତ୍ରୀକୁ ଅନ୍ଯ ବ୍ଯକ୍ତିଠାରେ ନିୟୋଗ କରି ପରେ ସ୍ତ୍ରୀ ସେବା କରେ। ଶାପାଦିଷଣ୍ଢ—ଗୁରୁଜନଙ୍କ ଶାପ ଫଳରୁ କ୍ଳୀବତା ପ୍ରାପ୍ତ ବ୍ଯକ୍ତି। — [ଦ୍ର—କ୍ଳୀବଙ୍କୁ ଛୁଇଁଲେ ପ୍ରାୟଶ୍ଚିତ୍ତ କରିବା ବିଧି ଶାସ୍ତ୍ରରେ ଅଛି ସ୍ମୃତ୍ୟାଦି ଶାସ୍ତ୍ରରେ14ପ୍ରକାର, ମତାନ୍ତରେ20ପ୍ରକାର ଷଣ୍ଢଙ୍କର ନାମ ଉଲ୍ଲେଖ ଅଛି ଯଥା— ନିସର୍ଗ ଷଣ୍ଢ—ଜନ୍ମରୁ ନପୁଂସକ ବା ଅଣ୍ଡହୀନ ବଦ୍ଧ ଷଣ୍ଢ—ଗଳିତାଣ୍ଡ ବା ଅଣ୍ଡଭ୍ରଷ୍ଟ ନପୁଂସକ ପକ୍ଷ ଷଣ୍ଢ—ପକ୍ଷାନ୍ତରରେ (ରମଣଶକ୍ତି ଲାଭ କରିବା ବ୍ଯକ୍ତି କୀଳକ ଷଣ୍ଢ—ଯେ କ୍ଳୀବତ୍ୱ ଯୋଗୁଁ ଆପଣା ସ୍ତ୍ରୀକୁ ଅନ୍ଯ ବ୍ଯକ୍ତିଠାରେ ନିୟୋଗ କରି ପରେ ସ୍ତ୍ରୀ ସେବା କରେ ଶାପାଦିଷଣ୍ଢ—ଗୁରୁଜନଙ୍କ ଶାପ ଫଳରୁ କ୍ଳୀବତା ପ୍ରାପ୍ତ ବ୍ଯକ୍ତି
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) ରତିସ୍ତବ୍ଧ ଷଣ୍ଢ—ସ୍ତମ୍ଭିତରେତାଃ; ଯାହାର ଆଦୌ ରେତଃ ପତନ ହୁଏ ନାହିଁ।
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) ଈଷିକ ଷଣ୍ଢ—ଅନ୍ଯ ବ୍ଯକ୍ତିର ରତିକ୍ରିୟା ଦେଖିଲେ ଯାହାର କାମପ୍ରବୃତ୍ତିର ଉଦ୍ରେକ ହୁଏ।
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) ସେବ୍ୟକ ଷଣ୍ଢ—ବହୁସ୍ତ୍ରୀ ସମ୍ଭୋଗ ଜନିତ ଧ୍ୱଜଭଙ୍ଗ ରୋଗଗ୍ରସ୍ତ ବ୍ଯକ୍ତି।
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) ଆକ୍ଷିପ୍ତ ଷଣ୍ଢ—ମୈଥୁନ ଧର୍ମାବସ୍ଥାନକାଳରେ ସ୍ତ୍ରୀର ରଜଃ— ସ୍ରାବ ପୂର୍ବରୁ ଯାହାର ରେତଃ ସ୍ଖଳିତ ହୁଏ।
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) ମୋଘବୀଜ ଷଣ୍ଢ, ଶାଳୀନ ଷଣ୍ଢ—ଧୃଷ୍ଟା ବା ଅସତୀ ସ୍ତ୍ରୀ ସନ୍ନିଧାନରେ ପତିତଧ୍ୱଜ ବ୍ଯକ୍ତି, ବା ଯାହାର ରେତଃପାତ ହୁଏ।
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) ଅନ୍ଯାପତି ଷଣ୍ଢ—ସ୍ୱ ସ୍ତ୍ରୀ ଛଡ଼ା ଅନ୍ଯ ସ୍ତ୍ରୀଠାରେ ଯାହାର ପୁଂସ୍ତ୍ୱର ଉଦ୍ରେକ ହୁଏ।
- ସଂ. ବି—(ସଂ. ଷଣ୍ ଧାତୁ+କର୍ତ୍ତୃ. ଢ) ମୁଖେଭଗ ଷଣ୍ଢ—ସ୍ତ୍ରୀର ବା ପୁରୁଷର ମୁଖ ବିବରରେ ଗ୍ରାମ୍ୟଧର୍ମ ସମ୍ପାଦନକାରୀ ବ୍ଯକ୍ତି।