ଷଣ୍ଢା Shaṇḍhā (See)

  • ଦେ. ବି — ଷଣ୍ଡାମାର୍କା (ଦେଖ) — Shaṇḍā mārkā (See)
  • ଦେ. ବି — ଶଣ୍ଡା (ଦେଖ) — Ṡaṇḍā (See)
  • ଦେ. ବି — ଷଣ୍ଢାସୁର — A demon
  • ଦେ. ବି — (ଉ—ଯେଡ଼େ ଗୋ ହୋଇଲେ ବଇରୀ, ଷଣ୍ଢା କଚାଡ଼ି ନିକି ମାରି—ପ୍ରାଚୀ. ବ୍ରହ୍ମନିରୂପଣଗୀତା।)
  • ଦେ. ବିଣ — ଷଣ୍ଡାମାର୍କା (ଦେଖ) — Shaṇḍāmārkā (See)
  • ଦେ. ବିଣ — ବନ୍ଧ୍ୟାତ୍ୱହେତୁ ବର୍ଦ୍ଧନଶୀଳ (ବୃକ୍ଷାଦି); ବହ୍ଲା — Over-luxuriant in growth (said of trees and plants)
  • ଦେ. ବିଣ — ଯଥା—ଅଣ୍ଡିରା ତାଳ ଗଛଟା ଷଣ୍ଡା ହୋଇ ବଢ଼ିଛି।)