ଶୟ Ṡaya
- ସଂ. ବି—(ଶୀ ଧାତୁ=ଶୋଇବା+ଅଧିକରଣ. ଅ; ଯାହା ଉପରେ ଶୟନ କରାଯାଏ) — ଶଯ୍ଯା — Bed; bedding
- ସଂ. ବି—(ଶୀ ଧାତୁ=ଶୋଇବା+ଅଧିକରଣ. ଅ; ଯାହା ଉପରେ ଶୟନ କରାଯାଏ) — (+କରଣ. ଅ ଯାହାର ପରାକ୍ରମ ଯୋଗେ ଜୀବ ଶୟନ କରେ)—ନିଦ୍ରା — Sleep
- ସଂ. ବି—(ଶୀ ଧାତୁ=ଶୋଇବା+ଅଧିକରଣ. ଅ; ଯାହା ଉପରେ ଶୟନ କରାଯାଏ) — (+ଭାବ. ଅ)—ଶୟନ — Sleeping; lying in bed
- ସଂ. ବି—(ଶୀ ଧାତୁ=ଶୋଇବା+ଅଧିକରଣ. ଅ; ଯାହା ଉପରେ ଶୟନ କରାଯାଏ) — ପଣ — Wager
- ସଂ. ବି—(ଶୀ ଧାତୁ=ଶୋଇବା+ଅଧିକରଣ. ଅ; ଯାହା ଉପରେ ଶୟନ କରାଯାଏ) — (+ଅଧିକରଣ. ଅ) ହସ୍ତ—(ଏହା ଉପରେ ମୁଣ୍ଡ ଦେଇ ଲୋକେ ଶୁଅନ୍ତି ବୋଲି) — The hand
- ସଂ. ବି—(ଶୀ ଧାତୁ=ଶୋଇବା+ଅଧିକରଣ. ଅ; ଯାହା ଉପରେ ଶୟନ କରାଯାଏ) — (+ଅଧିକରଣ. ଅ) ସର୍ପ — Serpent
- ବିଣ. ପୁଂ—(+କର୍ତ୍ତୃ. ଅ) — ଶୟନକାରୀ — Sleeping; lying down
- ବିଣ. ପୁଂ—(+କର୍ତ୍ତୃ. ଅ) — [ଦ୍ର—ସମାସରେ ଅନ୍ୟଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା— ଭୂଶୟ=ଯେ ଭୂମିରେ ଶୁଏ; ବିଳେଶୟ=ଯେ ବିଳ ବା ଗର୍ତ୍ତରେ ଶୁଏ; କମଳେଶୟ=ଯେ ପଦ୍ମ ଉପରେ ଶୋଉ— ଥିଲେ ଅର୍ଥାତ୍ ବ୍ରହ୍ମା; ଗୁହାଶୟ=ଯେ ଗୁହାରେ ଶୁଏ।]