ଶଢ଼ା Ṡaṟḍ̠ẖā

  • ଦେ. ବିଣ (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ବା ଶଟ= ଅମ୍ଳରସ; ଅନ୍ନ ଆଦି ଶଢ଼ା ହେଲେ ଅମ୍ଳ ହୁଏ) — ବିକୃତ; ପର୍ଯ୍ଯୁଷିତ (ଅନ୍ନ ବ୍ୟଞ୍ଜନାଦି) — Become stale or musty; decomposed
  • ଦେ. ବିଣ (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ବା ଶଟ= ଅମ୍ଳରସ; ଅନ୍ନ ଆଦି ଶଢ଼ା ହେଲେ ଅମ୍ଳ ହୁଏ) — ପୋଚିଆ; ପୋଚା; ପୋଚରା; ପଚା (ଫଳାଦି) — Rotten; putrefied
  • ଦେ. ବିଣ (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ବା ଶଟ= ଅମ୍ଳରସ; ଅନ୍ନ ଆଦି ଶଢ଼ା ହେଲେ ଅମ୍ଳ ହୁଏ) — ପୂଯପୂର୍ଣ୍ଣ; ପଚା (ଘାଆ, କ୍ଷତ) — Putrid; gangrened; gangrenous; full of pus; purulent
  • ପୁଂ — ଯେଉଁ ବ୍ଯକ୍ତିର ଦେହରେ କ୍ଷତ ଆଦି ପାଚିବା ଯୋଗୁଁ ଦେହ କଦର୍ଯ୍ଯ ହୋଇଥାଏ — (a person) Whose body is full of rotten sores