ଶଡ଼କା Ṡaṟḍ̠ā

  • ଦେ. ବିଣ (ସଂ. ଶୀର୍ଣ୍ଣାଙ୍ଗ କିମ୍ବା ସଂ. ଯଷ୍ଟିରୁ; ଯଷ୍ଟ୍ୟଙ୍ଗ) — ଶୀର୍ଣ୍ଣ ଓ ଦୀର୍ଘ ହୋଇ ବଢ଼ି ଯାଇଥିବା (ଗଛ) — Slender and tall. (tree)
  • ଦେ. ବିଣ (ସଂ. ଶୀର୍ଣ୍ଣାଙ୍ଗ କିମ୍ବା ସଂ. ଯଷ୍ଟିରୁ; ଯଷ୍ଟ୍ୟଙ୍ଗ) — (ପୁଂ.) ଶୀର୍ଣ୍ଣ ଦେହ ଓ ଡେଙ୍ଗା (ବ୍ଯକ୍ତି) — Weak and tall (person)
  • ଦେ. ବିଣ (ସଂ. ଶୀର୍ଣ୍ଣାଙ୍ଗ କିମ୍ବା ସଂ. ଯଷ୍ଟିରୁ; ଯଷ୍ଟ୍ୟଙ୍ଗ) — (ଦ୍ର—ଗଛ ଓ ମନୁଷ୍ୟ ଶଡ଼କା ହୋଇ ବଢ଼ିଗଲେ ଅସୁନ୍ଦର ଦେଖାଯାଆନ୍ତି)।
  • ଦେ. ବି — (ଧ୍ୱନ୍ୟନୁକରଣ; ହାପୁରିବାର ଧ୍ୱନିରୁ) ଏକ ହାପୁରା (ତରକାରି ଓ ଡାଲି ଆଦି ତରଳ ଖାଦ୍ୟଦ୍ରବ୍ୟର) ପରିମିତ; ତୋଡ଼ପା; ସୋଡ଼କା — One big sip of a liquid food