ଶ୍ୱାପଦ Ṡwāpada

  • ସଂ. ବି (ବହୁବ୍ରୀହି; ଶ୍ୱନ୍+ପଦ, ନିପାତନ; କୁକୁର ପଦ ପରି ପଦ ଯାହାର) — ଶିକାରୀ ଜନ୍ତୁ; ହିଂସ୍ରଜନ୍ତୁ; ଯେଉଁସବୁ ଜନ୍ତୁ ମାଂସାହାର କରି ବଞ୍ଚନ୍ତି; ମାଂସାଶୀ ଜନ୍ତୁ — Beasts of prey; carnivorous animals
  • ସଂ. ବି (ବହୁବ୍ରୀହି; ଶ୍ୱନ୍+ପଦ, ନିପାତନ; କୁକୁର ପଦ ପରି ପଦ ଯାହାର) — [ଦ୍ର— ବିଲୁଆ, କୁକୁର, ବିରାଡ଼ି, ନେଉଳ, ସିଂହ, ବାଘ, ଭାଲୁ ପ୍ରଭୃତି ଶ୍ୱାପଦ ଶ୍ରେଣୀର ଅନ୍ତର୍ଗତ।]
  • ସଂ. ବି (ବହୁବ୍ରୀହି; ଶ୍ୱନ୍+ପଦ, ନିପାତନ; କୁକୁର ପଦ ପରି ପଦ ଯାହାର) — ବ୍ୟାଘ୍ର (ଶବ୍ଦରତ୍ନମାଳା) — Tiger
  • ବିଣ — ହିଂସ୍ର — Ferocious