ଶ୍ୟାନ Ṡyāna

  • ସଂ. ବିଣ (ଶ୍ୟୈ ଧାତୁ= ଗମନ କରିବା+କର୍ତ୍ତୃ. ତ) — ପ୍ରାପ୍ତ — Got; obtained
  • ସଂ. ବିଣ (ଶ୍ୟୈ ଧାତୁ= ଗମନ କରିବା+କର୍ତ୍ତୃ. ତ) — ଶୁଷ୍କ — Dry
  • ସଂ. ବିଣ (ଶ୍ୟୈ ଧାତୁ= ଗମନ କରିବା+କର୍ତ୍ତୃ. ତ) — ଘନୀଭୂତ — Hardened; inspissated
  • ସଂ. ବିଣ (ଶ୍ୟୈ ଧାତୁ= ଗମନ କରିବା+କର୍ତ୍ତୃ. ତ) — ଗତ — Gone; departed
  • ବି — ଧୂମ; ଧୂଆଁ — Smoke