ଶ୍ରୌତ Ṡra̲u̲ta

  • ସଂ. ବିଣ—(ଶ୍ରୁତି+କୃତାର୍ଥେ ଅ) — ଶ୍ରୁତି—ବିହିତ; ବେଦ— ବିହିତ — Enjoined by the Bedas
  • ବି — ଯଜ୍ଞାଗ୍ନିତ୍ରୟ (ଗାର୍ହପତ୍ୟ, ଆହବନୀୟ ଓ ଦକ୍ଷିଣ) — Three of the sacrificial fires
  • ବି — ବେଦ— ବିହିତ ଧର୍ମାଦି (ବିଶ୍ୱକୋଷ) — Action or conduct enjoined by the Bedas
  • ବି — [ଦ୍ର—ଧର୍ମ ଦୁଇ ପ୍ରକାର—ଶ୍ରୌତ (ଶ୍ରୁତିବିହିତ) ଓ ସ୍ମାର୍ତ୍ତ (ସୃତିବିହିତ)। ଦାନ, ଅଗ୍ନିହୋତ୍ର, ଯଜ୍ଞ ଶ୍ରୌତ; ବର୍ଣ୍ଣାଶ୍ରମ ଆଚାର, ଯମ, ନିୟମ ସ୍ମାର୍ତ୍ତ]