ଶ୍ରୁତ Ṡruta
- ସଂ. ବିଣ (ଶ୍ରୁ ଧାତୁ+କର୍ମ. ତ) — ଆକର୍ଣ୍ଣିତ; ଯାହା ଶୁଣାଯାଇ ଅଛି; ଶ୍ରବଣ ଗୋଚର — Heard
- ସଂ. ବିଣ (ଶ୍ରୁ ଧାତୁ+କର୍ମ. ତ) — ଜ୍ଞାତ — Known
- ସଂ. ବିଣ (ଶ୍ରୁ ଧାତୁ+କର୍ମ. ତ) — ଖ୍ୟାତ; ପ୍ରସିଦ୍ଧ; ବିଖ୍ୟାତ — Famous; renowned
- ବି—(ଯାହା ଗୁରୁଙ୍କଠାରୁ ଶୁଣାଯାଇ ଅଛି) — ଶ୍ରୁତି; ବେଦ — The Hindu scriptures
- ବି—(ଯାହା ଗୁରୁଙ୍କଠାରୁ ଶୁଣାଯାଇ ଅଛି) — ଶାସ୍ତ୍ର — Religious books
- ବି—(ଯାହା ଗୁରୁଙ୍କଠାରୁ ଶୁଣାଯାଇ ଅଛି) — ଶାସ୍ତ୍ରଜ୍ଞାନ — Knowledge of the religious books
- ବି—(ଯାହା ଗୁରୁଙ୍କଠାରୁ ଶୁଣାଯାଇ ଅଛି) — ଅଧ୍ୟୟନ — Studying; study
- ବି—(ଯାହା ଗୁରୁଙ୍କଠାରୁ ଶୁଣାଯାଇ ଅଛି) — (ନାମ) କାଳିନ୍ଦୀ ଗର୍ଭଜାତ ଶ୍ରୀକୃଷ୍ଣଙ୍କ ପୁତ୍ର (ବିଶ୍ୱକୋଷ) — Name of a son of Ṡrikṛushṇa