ଶ୍ରୀଶ Ṡrīṡa

  • ସଂ. ବି. ପୁଂ( 6 ଷ୍ଠୀ ତତ୍; ଶ୍ରୀ=ମହାଲକ୍ଷ୍ମୀଙ୍କର ଈଶ=ସ୍ୱାମୀ) — (ବିଷ୍ଣୁ ସହସ୍ରନାମୋକ୍ତ) ବିଷ୍ଣୁଙ୍କର ଏକନାମ; ଶ୍ରୀପତି — A name of Bishṇu
  • ସଂ. ବି. ପୁଂ( 6 ଷ୍ଠୀ ତତ୍; ଶ୍ରୀ=ମହାଲକ୍ଷ୍ମୀଙ୍କର ଈଶ=ସ୍ୱାମୀ) — ଶ୍ରୀରାମ (ବିଶ୍ୱକୋଷ) — Ṡrīrām'a