ଶ୍ରିତ Ṡrita
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — ଯାହା ଅନ୍ୟକୁ ଆଶ୍ରୟ କରିଥାଏ; ଆଶ୍ରିତ — Dependent on; subservient; one who has taken shelter under (another)
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — (+କର୍ମ. ତ) ଶରଣାର୍ଥ ଯାହା ନିକଟରେ କେହି ପହଞ୍ଚେ — Approached for refuge or protection (Apte)
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — (+କର୍ମ ତ) ସେବିତ — Served by; tended by; resorted to by
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — ଉପଜୀବିତ; ଜୀବିକାନିର୍ବାହାର୍ଥ ଅନ୍ଯ ବ୍ଯକ୍ତି ନିକଟରେ ଅବସ୍ଥିତ — Living upon another for livelihood,
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — (ଅମୁକ ଉପରେ) ଭରା ଦେଇଥିବା — Clung to; resting on; sitting on (Apte)
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — (ଅମୁକ ସଙ୍ଗେ) ସଂଯୁକ୍ତ; ସଂଯୋଜିତ — United or joined with; connected with (Apte)
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — (ଅମୁକ ଦ୍ୱାରା) ରକ୍ଷିତ — Protected (Apte)
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — (ଅମୁକ ଦ୍ୱାରା) ସମ୍ମାନିତ; ପୂଜିତ — Honoured (Apte)
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — (ଅମୁକର) ସହାୟକ — Auxiliary (Apte)
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — (ଅମୁକଦ୍ୱାରା) ଆବୃତ; ପୁଟ ଚଢ଼ା ଯାଇଥିବା — Overspread; covered with. (Apte)
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — ସଂଗୃହୀତ — Assembled; collected (Apte)
- ସଂ. ବିଣ (ପୁଂ.) (ଶ୍ରି ଧାତୁ= ଆଶ୍ରୟ କରିବା+ କର୍ତ୍ତୃ. ତ) — ଭିତରେ ରକ୍ଷିତ — Contained (Apte)