ଶ୍ରାବ Ṡrāba
- ସଂ. ବି —(ଶ୍ରୁ ଧାତୁ+ଭାବ. ଅ) — ଶ୍ରବଣ — Hearing
- ସଂ. ବି —(ଶ୍ରୁ ଧାତୁ+ଭାବ. ଅ) — କ୍ଷରଣ; ସ୍ରାବ — Oozing
- ସଂ. ବି —(ଶ୍ରୁ ଧାତୁ+ଭାବ. ଅ) — ଇକ୍ଷ୍ୱାକୁବଂଶୀୟ ନୃପତିବିଶେଷ — Name of a kind of the Ikshwāku dynasty
- ସଂ. ବି —(ଶ୍ରୁ ଧାତୁ+ଭାବ. ଅ) — ସରଳ ବୃକ୍ଷର ଅଠା (ବିଶ୍ୱକୋଷ) — Resin of the pine tree