ଶ୍ରବଣ Ṡrabaṇa
- ସଂ. ବି— (ଶ୍ରୁ ଧାତୁ= ଶୁଣିବା +ଭାବ. ଅନ) — ଶୁଣିବା — Hearing; listening
- ସଂ. ବି— (ଶ୍ରୁ ଧାତୁ= ଶୁଣିବା +ଭାବ. ଅନ) — (+କରଣ ଅନ)—ଶ୍ରବଣେନ୍ଦ୍ରିୟ; କର୍ଣ୍ଣ; କାନ — The ear
- ସଂ. ବି— (ଶ୍ରୁ ଧାତୁ= ଶୁଣିବା +ଭାବ. ଅନ) — (ଜ୍ୟୋତିଷ)—ଶ୍ରବଣା ନକ୍ଷତ୍ର — (Astrology) The 22nd asterism
- ସଂ. ବି— (ଶ୍ରୁ ଧାତୁ= ଶୁଣିବା +ଭାବ. ଅନ) — ଭକ୍ତିର ନବ ଲକ୍ଷଣ ବା ନବଧା ଭକ୍ତି ମଧ୍ୟରୁ ଗୋଟିଏ — One of the processes (viz. hearing or listening) for attaining devotion
- ସଂ. ବି— (ଶ୍ରୁ ଧାତୁ= ଶୁଣିବା +ଭାବ. ଅନ) — [ଦ୍ର— ହିନ୍ଦୁଶାସ୍ତ୍ର ଅନୁସାରେ ଭକ୍ତିର ଲକ୍ଷଣ 9 ଗୋଟି ଯଥା— ଶ୍ରବଣ (ଦେବତାଦିଙ୍କ ନାମ ଶ୍ରବଣ), କୀର୍ତ୍ତନ, ସ୍ମରଣ, ପଦସେବା, ପୂଜା ବା ଅର୍ଚ୍ଚନା, ସ୍ତବ ବା ବନ୍ଦନ, ପରିଚର୍ଯ୍ୟା ବା ଦାସ୍ୟ, ସଖ୍ୟ ଭାବରେ ସମ୍ଭାଷଣ ଓ ଆତ୍ମ ସମର୍ପଣ ବା ଆତ୍ମ ନିବେଦନ।] — [ଦ୍ର— ହିନ୍ଦୁଶାସ୍ତ୍ର ଅନୁସାରେ ଭକ୍ତିର ଲକ୍ଷଣ9ଗୋଟି ଯଥା— ଶ୍ରବଣ (ଦେବତାଦିଙ୍କ ନାମ ଶ୍ରବଣ), କୀର୍ତ୍ତନ, ସ୍ମରଣ, ପଦସେବା, ପୂଜା ବା ଅର୍ଚ୍ଚନା, ସ୍ତବ ବା ବନ୍ଦନ, ପରିଚର୍ଯ୍ୟା ବା ଦାସ୍ୟ, ସଖ୍ୟ ଭାବରେ ସମ୍ଭାଷଣ ଓ ଆତ୍ମ ସମର୍ପଣ ବା ଆତ୍ମ ନିବେଦନ]