ଶୌଳ୍କ Ṡa̲u̲ḻka

  • ସଂ. ବିଣ. (ଶୁଳ୍କ+ଅ) — ଶୁଳ୍କ ସମ୍ବନ୍ଧୀୟ — Relating to toll or tax
  • ବି (ପୁଂ). — ଶୁଳ୍କ ବା ଟିକସ୍ ଆଦାୟକାରୀ କର୍ମଚାରୀ — Toll collector; tax collector; customs officer