ଶୌକର Ṡa̲u̲kara
- ସଂ. ବିଣ— (ଶୂକର+ଅ) — ଶୂକର ସମ୍ବନ୍ଧୀୟ — Relating to a hog
- ବି. — ତୀର୍ଥବିଶେଷ — Name of a sacred place
- ବି. — [ଦ୍ର—ବରାହ ପୁରାଣରେ ଉକ୍ତ ଅଛି ଯେ, ଭଗବାନ୍ ବରାହ ଅବତାରରେ ଏହି ସ୍ଥାନରେ ଥାଇ ପୃଥିବୀକୁ ରସାତଳର ଉପରକୁ ଟେକି ଧରିଥିଲେ। ଉକ୍ତ ପୁରାଣରେ ଏ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣିତ ଅଛି—ବିଶ୍ୱକୋଷ।]