ଶୋଷଣ Ṡoshaṇa

  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — ଶୋଷିବା କ୍ରିୟା — Act of sucking up
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — ଶୁଷ୍କ କରିବା — Act of drying up
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — ଜଳ ଟାଣିବା କ୍ରିୟା; ରସାକର୍ଷଣ — Act of drawing up water or juice; suction
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — ସ୍ନେହରହିତୀକରଣ (ବିଶ୍ୱକୋଷ) — Act of depriving a thing of oil
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — (+କର୍ତ୍ତୃ. ଅନ) କନ୍ଦର୍ପର ପଞ୍ଚ ବାଣ ମଧ୍ୟରୁ ଏକତମ — Name of one of the arrows of the God Cupid
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — [ଦ୍ର— କନ୍ଦର୍ପର ଏହି ବାଣ ଦ୍ୱାରା ପ୍ରେମିକ ପ୍ରେମିକାଙ୍କ ଦେହ ଶୀର୍ଣ୍ଣ ହୁଏ।]
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — ଶୁଣ୍ଠି (ବିଶ୍ୱକୋଷ) — Dry ginger
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — ପିପ୍ପିଳୀ (ବିଶ୍ୱକୋଷ) — Long pepper
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — ଶ୍ୟୋଣାକ ବୃକ୍ଷ (ବିଶ୍ୱକୋଷ); ଫଣଫଣା — Bignonia Indica
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — (+ଅଧିକରଣ ଅନ) ଷୋଡ଼ଶାଂଶ— ବିଶିଷ୍ଟ କଷାୟ; 16 ଭାଗରୁ ଏକ ଭାଗ ଜଳ ଅବଶିଷ୍ଟ ଥାଉ ଥାଉ ନିଆଁ ଉପରୁ ଓହ୍ଲା ଯାଇଥିବା କଷାୟ ବା କ୍ୱାଥ (ବିଶ୍ୱକୋଷ) — (+ଅଧିକରଣ ଅନ) ଷୋଡ଼ଶାଂଶ— ବିଶିଷ୍ଟ କଷାୟ;16ଭାଗରୁ ଏକ ଭାଗ ଜଳ ଅବଶିଷ୍ଟ ଥାଉ ଥାଉ ନିଆଁ ଉପରୁ ଓହ୍ଲା ଯାଇଥିବା କଷାୟ ବା କ୍ୱାଥ (ବିଶ୍ୱକୋଷ)—. Decoction which has been taken down from the fire when the water thereof has been reduced to one sixteenth
  • ସଂ. ବି (ଶୁଷ୍ ଧାତୁ+ଭାବ. ଅନ) — (ଲକ୍ଷଣାର୍ଥ) ପରଠାରୁ ବଳପୂର୍ବକ ଅତିରିକ୍ତ ଧନ ଗ୍ରହଣ — (figurative) Act of extortion of money
  • ବିଣ — ଶୋଷକ (ଦେଖ) — Ṡohsaka (See)