ଶୋଷକ Ṡoshaka

  • ସଂ. ବିଣ (ଶୁଷ୍ ଧାତୁ+କର୍ତ୍ତୃ. ଅକ) — ଶୋଷଣକାରୀ; ଯାହା ପଦାର୍ଥରୁ ଜଳ ବା ରସ ଶୋଷିନିଏ; ରସାକର୍ଷକ — That which sucks up or draws out water or juice from things
  • ସଂ. ବିଣ (ଶୁଷ୍ ଧାତୁ+କର୍ତ୍ତୃ. ଅକ) — ଯାହା ଶୁଷ୍କ କରେ— ଦେହକୁ ଶୀର୍ଣ୍ଣ କରେ
  • ସଂ. ବିଣ (ଶୁଷ୍ ଧାତୁ+କର୍ତ୍ତୃ. ଅକ) — ଯାହା ଦେହକୁ ଶୀର୍ଣ୍ଣ କରେ — (medicine) Which makes the body lean