ଶୋଭ Ṡobha

  • ସଂ. ବିଣ— (ଶୁଭ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — ଶୋଭନଶୀଳ — Beautiful; comely
  • ସଂ. ବି— (+ଭାବ. ଅ) — ଶୋଭା (ବିଶ୍ୱକୋଷ) — Grace