ଶୋଭନା Ṡobhanā

  • ସଂ. ବିଣ— (ଶୋଭନ+ଆ) — ଶୋଭନର ସ୍ତ୍ରୀଲିଙ୍ଗ — The feminine of Ṡobhana
  • ବି — ଯାହା ଲଗାଇଲେ ଦେହ ଶୋଭାଯୁକ୍ତ ହୁଏ; ହରିଦ୍ରା; ହଳଦୀ — Turmeric
  • ବି — ଗୋରୋଚନା — A yellow pigment got from the body of cows