ଶୋଧା Ṡodhā
- ଦେ. ବି (ସଂ. ଶୋଧ) — ଶୋଧ (ଦେଖ) — Ṡodha (See)
- ଦେ. ବି (ସଂ. ଶୋଧ) — ଶୋଧିବା କ୍ରିୟା — The act of Ṡodhibā
- ଦେ. ବି (ସଂ. ଶୋଧ) — ଗାଳିମନ୍ଦ; ଶୋଧନ — Abuse
- ଦେ. ବି (ସଂ. ଶୋଧ) — (ସ୍ପୃହା; ଶ୍ରଦ୍ଧା) ସ୍ପୃହା — Hankering; longing
- ଦେ. ବି (ସଂ. ଶୋଧ) — [ଉ— ଯାହାର ଯହିଁକି ଶରଧା, ସେ ଅର୍ଥ କରିଥାନ୍ତି ଶୋଧା। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।]
- ଦେ. ବି (ସଂ. ଶୋଧ) — (ସଂ. ଶୁଦ୍ଧ) ଯଥାର୍ଥ ବିଷୟ — True thing
- ଦେ. ବି (ସଂ. ଶୋଧ) — [ଉ— ତୋ ମନେ ହୋଇଲେ ଶରଧା, ତୋତେ ମୁଁ କହୁଅଛି ଶୋଧା। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।]