ଶୋଧକ Ṡodhaka

  • ସଂ. ବିଣ— (ଶୁଧ୍ ଧାତୁ+ଣିଚ୍ ଶୋଧି ଧାତୁ+କର୍ତ୍ତୃ. ଅକ) — ଶୁଦ୍ଧିକାରକ — Corrective
  • ସଂ. ବିଣ— (ଶୁଧ୍ ଧାତୁ+ଣିଚ୍ ଶୋଧି ଧାତୁ+କର୍ତ୍ତୃ. ଅକ) — ପବିତ୍ର— କାରକ — Purifying
  • ବି — (ଅଙ୍କ ଶାସ୍ତ୍ର)— ବୃହତ୍ତର ରାଶିରୁ ଫେଡ଼ାଯିବା କ୍ଷୁଦ୍ରତର ରାଶି — A subtrahend; a smaller number which is to be subtracted from a larger one