ଶୋଦ୍ Ṡod

  • ଦେ. ବିଣ (ସଂ. ଶୁଦ୍ଧ) — ଶୁଧ (ଦେଖ) — Ṡudh (See)
  • ଦେ. ବିଣ (ସଂ. ଶୁଦ୍ଧ) — (ଉ—କଟକରୁ ଶୋଦ୍ ପୂର୍ବକୁ ଗଲେ ସିଦ୍ଧେଶ୍ୱର— ପୁରରେ ପହଞ୍ଚିବ।)