ଶୋଚନ Ṡochana
- ସଂ. ବି (ଶୁଚ୍ ଧାତୁ=ମନୋଦୁଃଖ କରିବା+ଭାବ. ଅନ) — ଶୋକ କରିବା; ଶୋକ ପ୍ରକାଶ — Sorrowing
- ସଂ. ବି (ଶୁଚ୍ ଧାତୁ=ମନୋଦୁଃଖ କରିବା+ଭାବ. ଅନ) — ଶୋକ — Grief; sorrow
- ସଂ. ବି (ଶୁଚ୍ ଧାତୁ=ମନୋଦୁଃଖ କରିବା+ଭାବ. ଅନ) — ଅନୁକମ୍ପା — Pity; compassion
- ସଂ. ବି (ଶୁଚ୍ ଧାତୁ=ମନୋଦୁଃଖ କରିବା+ଭାବ. ଅନ) — ଅନୁତାପ — Repentance; regret
- ସଂ. ବିଣ. ପୁଂ (+କର୍ତ୍ତୃ. ଅନ) — ଶୋକଶୀଳ (ବିଶ୍ୱକୋଷ) — Given to sorrowing