ଶୋକ ତାପ Ṡoka tāpa

  • ସଂ. ବି — (ମ. ପ. ଲୋ)— ଶୋକଜନିତ ମନଃପୀଡ଼ା — Mental uneasiness due to sorrow
  • ସଂ. ବି — (ଏକାର୍ଥକ ସହଚର) ମନୋବେଦନା — Grief
  • ସଂ. ବି — (ଦ୍ୱନ୍ଦ୍ୱ)— ଶୋକ ଓ ଅନ୍ଯ ମନୋବେଦନା — Grief and other mental uneasiness