ଶୋଇଲା Ṡoilā

  • ଦେ. କ୍ରି (ଶୀ. ଧାତୁରୁ ଶୋଇବା କ୍ରିୟାର ଭୂତକାଳ. 3 ୟ ପୁରୁଷ 1 ବଚନର ରୂପ; କର୍ତ୍ତା (ସେ) ଶୟନ କଲା — (he) Slept
  • ବିଣ — ସୁପ୍ତ; ନିଦ୍ରିତ — Asleep; sleeping
  • ବିଣ — (ଯଥା— ଶୋଇଲା ପୁଅ)
  • ବିଣ — ଶୟନାର୍ଥେ ବ୍ଯବହୃତ — Used for sleeping
  • ବିଣ — (ଯଥା— ଶୋଇଲା ଘର, ଶୋଇଲା ଶେଯ)
  • ବିଣ — [ଉ— ଶୋଇଲା ଶେଯରୁ ଉଠେଇ ନେଲା ପକେଇ ମନ୍ତର ଧୂଳି—ଢଗ।]