ଶୈବ୍ୟ Ṡa̲i̱bya

  • ସଂ. ବିଣ [ଶିବ+ସମ୍ବନ୍ଧାର୍ଥେ ଯ] — ଶିବସମ୍ବନ୍ଧୀୟ — Relating to Ṡiba
  • ବି — ପାଣ୍ଡବମାନଙ୍କ ସେନାପତି, ନୃପବିଶେଷ — Name of a kind who was a general of the Pāṇḍabas
  • ବି — ଶ୍ରୀକୃଷ୍ଣଙ୍କ ଅଶ୍ୱବିଶେଷ — Name of one of the horses used by Srīkṛushṇa