ଶୈବାଳ Ṡa̲i̱bāḻa

  • ସଂ. ବି [ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ବାଳ; ଯେ ଜଲରେ ଶୟନ କରେ) — ନେଳୀ; ଜଳଜ ଉଦ୍ଭିଦ ବିଶେଷ — Species of algae; an aquatic plant; Blyxa Oct- andra
  • ସଂ. ବି [ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ବାଳ; ଯେ ଜଲରେ ଶୟନ କରେ) — [ଦ୍ର— ଆର୍ଦ୍ର ଇଟା ପଥରରେ ଜନ୍ମିବା ଶିଉଳି ଶୈବାଳ ନୁହେଁ, ତାହା ଶୈଳେୟ]
  • ସଂ. ବି [ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ବାଳ; ଯେ ଜଲରେ ଶୟନ କରେ) — ବାରି ପର୍ଣ୍ଣୀ; କୁମ୍ଭିକା; ବୋରଝାଞ୍ଜି ନାମକ ଦଳ — Serratophylum submersum
  • ସଂ. ବି [ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ବାଳ; ଯେ ଜଲରେ ଶୟନ କରେ) — [ଦ୍ର— ବୈଦ୍ୟଶାସ୍ତ୍ର ମତରେ ଶୈବାଳ କୁଟତିକ୍ତମଧୁରରସ, ଶୀତବୀର୍ଯ୍ୟ ଲଘୁ ଓ ସ୍ନିଗ୍ଧ; ଏହା ଦାହ, ପିପାସା, ପିତ୍ତ, ରକ୍ତଦୁଷ୍ଟି ଓ ଜ୍ୱରନାଶକ।]