ଶୈଥିଲ୍ୟ Ṡa̲i̱thilya
- ସଂ. ବି (ଶିଥିଳ+ଭାବ. ଯ) — ଶିଥିଳତା; ଶ୍ଳିଥତା — Looseness; slackness; laxity;
- ସଂ. ବି (ଶିଥିଳ+ଭାବ. ଯ) — କାର୍ଯ୍ୟ କରିବାରେ ତ୍ରୁଟି ବା ହେଳା — Negligence in work; dilatoriness
- ସଂ. ବି (ଶିଥିଳ+ଭାବ. ଯ) — ଅସତ୍ୱରତା — want of smartness
- ସଂ. ବି (ଶିଥିଳ+ଭାବ. ଯ) — ଅମନୋଯୋଗ — Inapplication; listlessness; inattentiveness