ଶୈକ୍ୟ Ṡa̲i̱kya

  • ସଂ. ବିଣ (ଶିକ୍ୟ+ଯ) — ଶିକାରେ ରଖା ଯାଇ ଟଙ୍ଗା ହୋଇଯିବା — Suspended in a loop (Apte)
  • ସଂ. ବିଣ (ଶିକ୍ୟ+ଯ) — ଶିଖାବିଶିଷ୍ଟ — Peaked (Apte)
  • ସଂ. ବିଣ (ଶିକ୍ୟ+ଯ) — ମୁନିଆଁ — Pointed (Apte)