ଶେଢ଼ Ṡeṟḍ̠ha
- ଦେ. ବି (ତୁଳ. ଇଂ. ସେଲ୍) (ଜାହାଜିଆ ଶବ୍ଦ) — ଜାହାଜକୁ ପବନଦ୍ୱାରା ଚାଳିତ କରାଇବା- ପାଇଁ ମାସ୍ତୁଲ ଖୁଣ୍ଟିରେ ଟଣାହେବା ପାଲ — (nautical) Sail of a ship
- ଦେ. ବି (ତୁଳ. ଇଂ. ସେଲ୍) (ଜାହାଜିଆ ଶବ୍ଦ) — (ଉ— ଆଉ ବରଗାମାନ ଟେକିଦେଇ ଶେଡ଼ ଗୁଡ଼ାଇ ଠିକ୍କରି ରଖି ଦେଇଅଛନ୍ତି—ଫକୀରମୋହନ, ଗଳ୍ପସ୍ୱଳ୍ପ।)