ଶେର Ṡera

  • ଦେ. ବି (ସଂ. ଶରାବ) — ସେର; କୁଡ଼ବଦ୍ୱୟ ପରିମାଣ; 64 ତୋଳା ଓଜନ — ସେର; କୁଡ଼ବଦ୍ୱୟ ପରିମାଣ;64ତୋଳା ଓଜନ—. A standard weight of 64 toḻas
  • ଦେ. ବି (ସଂ. ଶରାବ) — କଟକୀ ସେର; 105 ତୋଳା ଓଜନ — କଟକୀ ସେର;105ତୋଳା ଓଜନ—. A seer, weighing 105 Tolās used in the Cuttack and Puri districts
  • ଦେ. ବି (ସଂ. ଶରାବ) — ବାଲେଶ୍ୱରୀ ସେର— 80 ତୋଳା — ବାଲେଶ୍ୱରୀ ସେର—80ତୋଳା. A standard seer of 80 Tolas
  • ଦେ. ବି (ସଂ. ଶରାବ) — ପାଟ ଲୁଗା ଓ ଓଜନ କରାଯିବା ସେର; 16 ତୋଳା — ପାଟ ଲୁଗା ଓ ଓଜନ କରାଯିବା ସେର;16ତୋଳା— . A seer for weighing silk clothes
  • ଦେ. ବି (ସଂ. ଶରାବ) — ଗଉଣୀର 12 ଭାଗରୁ ଏକଭାଗ ପରିମିତି ପାତ୍ର — ଗଉଣୀର12ଭାଗରୁ ଏକଭାଗ ପରିମିତି ପାତ୍ର—. A standard of grain measure; one twelfth of a Gauṇī