ଶୃଗାଳ Ṡṛugāḻa

  • ସଂ. ବି. ପୁଂ—(ଅସୃକ୍=ରକ୍ତମାଂସ+ଆ ଉପସର୍ଗ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ନିପାତନ କିମ୍ବା ସୃକ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ. ଅ=ଚାତୁରୀ ସୃଷ୍ଟି କରିବା ଭାବରୁ; କିମ୍ବା ଶୃଙ୍ଗ+ନଞ୍ (ଅ+ଆ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ; ଯାହାର ଶୃଙ୍ଗ ନାହିଁ, କିଂବା ଯିଏ ଶୃଙ୍ଗ ଗ୍ରହଣ କରେ ନାହିଁ।) — ଶିଆଳ; ବିଲୁଆ; ଗୋମାୟୁ — Jackal
  • ସଂ. ବି. ପୁଂ—(ଅସୃକ୍=ରକ୍ତମାଂସ+ଆ ଉପସର୍ଗ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ନିପାତନ କିମ୍ବା ସୃକ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ. ଅ=ଚାତୁରୀ ସୃଷ୍ଟି କରିବା ଭାବରୁ; କିମ୍ବା ଶୃଙ୍ଗ+ନଞ୍ (ଅ+ଆ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ; ଯାହାର ଶୃଙ୍ଗ ନାହିଁ, କିଂବା ଯିଏ ଶୃଙ୍ଗ ଗ୍ରହଣ କରେ ନାହିଁ।) — ନୃପ ବିଶେଷ — Name of a king
  • ସଂ. ବି. ପୁଂ—(ଅସୃକ୍=ରକ୍ତମାଂସ+ଆ ଉପସର୍ଗ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ନିପାତନ କିମ୍ବା ସୃକ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ. ଅ=ଚାତୁରୀ ସୃଷ୍ଟି କରିବା ଭାବରୁ; କିମ୍ବା ଶୃଙ୍ଗ+ନଞ୍ (ଅ+ଆ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ; ଯାହାର ଶୃଙ୍ଗ ନାହିଁ, କିଂବା ଯିଏ ଶୃଙ୍ଗ ଗ୍ରହଣ କରେ ନାହିଁ।) — ଦୈତ୍ୟ ବିଶେଷ — Name of demon
  • ସଂ. ବି. ପୁଂ—(ଅସୃକ୍=ରକ୍ତମାଂସ+ଆ ଉପସର୍ଗ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ନିପାତନ କିମ୍ବା ସୃକ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ. ଅ=ଚାତୁରୀ ସୃଷ୍ଟି କରିବା ଭାବରୁ; କିମ୍ବା ଶୃଙ୍ଗ+ନଞ୍ (ଅ+ଆ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ; ଯାହାର ଶୃଙ୍ଗ ନାହିଁ, କିଂବା ଯିଏ ଶୃଙ୍ଗ ଗ୍ରହଣ କରେ ନାହିଁ।) — ଚିଡ଼ଲ ଓ କଟୁଭାଷୀ ବ୍ଯକ୍ତି — A peevish and abusive person; an ill-natured man
  • ସଂ. ବି. ପୁଂ—(ଅସୃକ୍=ରକ୍ତମାଂସ+ଆ ଉପସର୍ଗ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ନିପାତନ କିମ୍ବା ସୃକ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ. ଅ=ଚାତୁରୀ ସୃଷ୍ଟି କରିବା ଭାବରୁ; କିମ୍ବା ଶୃଙ୍ଗ+ନଞ୍ (ଅ+ଆ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ; ଯାହାର ଶୃଙ୍ଗ ନାହିଁ, କିଂବା ଯିଏ ଶୃଙ୍ଗ ଗ୍ରହଣ କରେ ନାହିଁ।) — ପ୍ରତାରକ ବ୍ଯକ୍ତି — A cheat; a swindler (Apte)
  • ସଂ. ବି. ପୁଂ—(ଅସୃକ୍=ରକ୍ତମାଂସ+ଆ ଉପସର୍ଗ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ନିପାତନ କିମ୍ବା ସୃକ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ. ଅ=ଚାତୁରୀ ସୃଷ୍ଟି କରିବା ଭାବରୁ; କିମ୍ବା ଶୃଙ୍ଗ+ନଞ୍ (ଅ+ଆ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ; ଯାହାର ଶୃଙ୍ଗ ନାହିଁ, କିଂବା ଯିଏ ଶୃଙ୍ଗ ଗ୍ରହଣ କରେ ନାହିଁ।) — ଖଳ— ବ୍ଯକ୍ତି — A rogue (Apte)
  • ସଂ. ବି. ପୁଂ—(ଅସୃକ୍=ରକ୍ତମାଂସ+ଆ ଉପସର୍ଗ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ନିପାତନ କିମ୍ବା ସୃକ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ. ଅ=ଚାତୁରୀ ସୃଷ୍ଟି କରିବା ଭାବରୁ; କିମ୍ବା ଶୃଙ୍ଗ+ନଞ୍ (ଅ+ଆ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ; ଯାହାର ଶୃଙ୍ଗ ନାହିଁ, କିଂବା ଯିଏ ଶୃଙ୍ଗ ଗ୍ରହଣ କରେ ନାହିଁ।) — ଭୀରୁ ବ୍ଯକ୍ତି — A coward [Apte]
  • ସଂ. ବି. ପୁଂ—(ଅସୃକ୍=ରକ୍ତମାଂସ+ଆ ଉପସର୍ଗ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ନିପାତନ କିମ୍ବା ସୃକ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ. ଅ=ଚାତୁରୀ ସୃଷ୍ଟି କରିବା ଭାବରୁ; କିମ୍ବା ଶୃଙ୍ଗ+ନଞ୍ (ଅ+ଆ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ; ଯାହାର ଶୃଙ୍ଗ ନାହିଁ, କିଂବା ଯିଏ ଶୃଙ୍ଗ ଗ୍ରହଣ କରେ ନାହିଁ।) — କୃଷ୍ଣଙ୍କ ନାମ — A name of Kṛushṇa [Apte]
  • ବିଣ (ପୁଂ) — ନିଷ୍ଠୁର — Cruel
  • ବିଣ (ପୁଂ) — ଖଳ — Wicked; deceitful
  • ବିଣ (ପୁଂ) — ଭୀରୁ — Timid; coward
  • ବିଣ (ପୁଂ) — ବୀର — Heroic