ଶୂଳେଇବା Ṡūḻeibā

  • ଦେ. କ୍ରି — (ଦେହର କୌଣସି ଅଂଶ) ଶୂଳ— ବେଦନାକ୍ରାନ୍ତ ହେବା — To be affectred with smarting pain; to smart with pain
  • ଦେ. କ୍ରି — ଶୂଳାକ୍ରାନ୍ତ ରୋଗୀ ଅସ୍ଥିର ହେବା — To become restless like a colic patient